ଓଡିଶା

odisha

ETV Bharat / videos

ପବିତ୍ର ଗର୍ଭଣା ସଂକ୍ରାନ୍ତି: ଭଲ ଫସଲ ପାଇଁ ହିଡରେ ଜଉଭୋଗ କଲେ ଚାଷୀ - Garvana sankranti celebrates in khordha

By

Published : Oct 21, 2019, 4:23 PM IST

ଖୋର୍ଦ୍ଧା: ଶୁକ୍ରବାର ପବିତ୍ର ଗର୍ଭଣା ସଂକ୍ରାନ୍ତି । ତୁଳା ମାସର ସଂକ୍ରାନ୍ତିରେ ଏହା ପାଳିତ ହୁଏ । ଗର୍ଭ କହିଲେ ଭ୍ରୁଣକୁ ବୁଝାଯାଏ । ଏହି ସଂକ୍ରାନ୍ତି ବେଳକୁ ଧାନ ଗଛର ଗର୍ଭରେ ଧାନ କେଣ୍ଡା ବାହାରେ । ଏହି ସମୟରେ ଗର୍ଭଣା ଗଛର ଡାଳକୁ ପୂଜା କରି କ୍ଷେତରେ ପୋତିଲେ ଭଲ ଫସଲ ହୁଏ ବୋଲି ପ୍ରତ୍ୟେକ ଓଡିଆଙ୍କ ବିଶ୍ବାସ ରହିଛି ।

ABOUT THE AUTHOR

...view details