ଓଡିଶା

odisha

ETV Bharat / videos

ଗଜପତିର ଗୌରବ, ଜାତୀୟ ପୁରସ୍କାର ପାଇବେ ଦିବ୍ୟାଙ୍ଗ - Disable niranjan behera

By

Published : Nov 25, 2019, 3:32 PM IST

ଗଜପତି: ଦିବ୍ୟାଙ୍ଗ ନିରଞ୍ଜନଙ୍କୁ ମିଳିବ ଜାତୀୟ ପୁରସ୍କାର । ଦିବ୍ୟାଙ୍ଗଙ୍କ ଅଧିକାରର ସୁରକ୍ଷା ପାଇଁ 20ବର୍ଷ ଧରି ଲଢେଇ କରୁଥିବା ନିରଞ୍ଜନଙ୍କୁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ଆସନ୍ତା 3ତାରିଖରେ ଦିଲ୍ଲୀର ବିଜ୍ଞାନ ଭବନରେ ସମ୍ବର୍ଦ୍ଧିତ କରାଯିବ ।

ABOUT THE AUTHOR

...view details