ଓଡିଶା

odisha

ETV Bharat / videos

ସୁନ୍ଦରଗଡରେ ଦେଶର ସର୍ବବୃହତ ହକି ଷ୍ଟାଡିୟମ

By

Published : Feb 16, 2021, 5:48 PM IST

ସୁନ୍ଦରଗଡ: ହକିର ଏନ୍ତୁଡିଶାଳ ସୁନ୍ଦରଗଡରେ ଦେଶର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଷ୍ଟାଡିୟମରେ ବସି 20,000 ଦର୍ଶକ ଦେଖିପାରିବେ ମ୍ୟାଚ । ସ୍ବାଧୀନତା ସଂଗ୍ରାମୀ ବିର୍ସାମୁଣ୍ଡାଙ୍କ ନାମରେ ନାମିତ ହୋଇଛି ଷ୍ଟାଡିୟମ । ଏହିପରି ହେବ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ, ଯେଉଁଥିରେ ଖେଳାଯିବ 2023 ପୁରୁଷ ହକି ବିଶ୍ବକପ ମ୍ୟାଚ । ଷ୍ଟାଡିୟମ ରୂପରେଖକୁ ନେଇ ସିଏମଓ ଓଡିଶା ପକ୍ଷରୁ ଜାରି କରାଯାଇଥିବା ଭିଡିଓ ଦେଖନ୍ତୁ... @CMO_Odisha

ABOUT THE AUTHOR

...view details