ଏହି ଗାଁରେ ଅଭିଶାପ ସାଜିଛି ‘ପାଣି’, ଅବିବାହିତ ରହୁଛନ୍ତି ଯୁବକ - ବିଶାକ୍ତ ଜଳ
ବରଗଡ: କଥାରେ ଅଛି 'ଜଳ ହିଁ ଜୀବନ' । ଏହା ବିନା ଜୀଇଁବା ଅସମ୍ଭବ । ମାତ୍ର ଯଦି ଜୀବନ ବିଷ ପାଲଟିଯାଏ ତେବେ ମଣିଷ ବଞ୍ଚିବ କିପରି ? ଏପରି କିଛି ଘଟିଛି ଡାଙ୍ଗବାହାଲ ଗ୍ରାମବାସୀଙ୍କ ସହ । ଏହି ସମସ୍ୟା ଏତେ ବଢିଯାଇଛି ଯେ, ଗାଁରେ କାହାର ବିବାହ ହୋଇପାରୁନି। ଏପରିକି ଏହି ପାଣି ପାଇଁ କାହା ଘରକୁ ବନ୍ଧୁବାନ୍ଧବ ବି ଆସୁନାହାନ୍ତି । ଦେଖନ୍ତୁ ଏହାକୁ ନେଇ ଆମର ସ୍ବତନ୍ତ୍ର ରିପୋର୍ଟ...