ETV Bharat Odisha

ଓଡିଶା

odisha

video thumbnail

ETV Bharat / videos

ନୂଆବର୍ଷରେ ଫୁଲ ବେପାର ମାନ୍ଦା, ଚିନ୍ତାରେ ବ୍ୟବସାୟୀ - ଫୁଲ ବ୍ୟବସାୟୀ ମାନ୍ଦା

author img

By

Published : Jan 2, 2021, 8:07 PM IST

ଭୁବନେଶ୍ବର: କୋରୋନା କଟକଣା ମଧ୍ୟରେ 2020ର ଅନେକ ମାସ ବିତିଗଲା। ଅନେକ ଲୋକ ନିଜ ବ୍ୟବସାୟ ରୋଜଗାର ହରାଇଥିଲେ। କଟକଣା କୋହଳ ହେଲା ପରେ ଧୀରେ ଧୀରେ ସବୁ ପ୍ରକାର ବ୍ୟବସାୟ ଖୋଲୁ ଥିବା ବେଳେ ମେଳା, ମହୋତ୍ସବ ଓ ବାହାଘର ଉପରେ ଲାଗିଥିବା କଟକଣା ଯୋଗୁଁ ଫୁଲ ବ୍ୟବସାୟୀମାନେ ରୋଜଗାର ଏକ ପ୍ରକାର ବନ୍ଦ ହୋଇଯାଇଛି ।

ABOUT THE AUTHOR

author-img

...view details