ଓଡିଶା

odisha

ETV Bharat / videos

ନିମାପଡା ଧନୁଁଆ ପଞ୍ଚାୟତରେ ବନ୍ୟାଜଳ, ଦେଖନ୍ତୁ ଗ୍ରାଉଣ୍ଡଜିରୋ ରିପୋର୍ଟ - odisha flood

By

Published : Aug 31, 2020, 1:24 PM IST

ପୁରୀ: ନିମାପଡା ବ୍ଲକର ଅନେକ ଗାଁ ଜଳବନ୍ଦୀ । ଭାର୍ଗବି ଓ ଧନୁଁଆ ନଦୀରେ ବନ୍ୟାଜଳ ପ୍ରବେଶ ଯୋଗୁଁ ଏବେ ଜଳ ଘେରରେ ବ୍ଲକର ଅନେକ ପଞ୍ଚାୟତ । ତେବେ ଧନୁଁଆ ପଞ୍ଚାୟତରେ କିଭଳି ରହିଛି ସ୍ଥିତି ଦେଖନ୍ତୁ ଗ୍ରାଉଣ୍ଡଜିରୋରୁ ଏହି ରିପୋର୍ଟ । ନିମାପଡାରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details