ଓଡିଶା

odisha

ETV Bharat / videos

୭ମ ବାଟାଲିୟନରେ ଧ୍ବଜାବତରଣ ଉତ୍ସବ - ୭ମ ବାଟାଲିୟନ ଧ୍ବଜାବତରଣ ଉତ୍ସବ

By

Published : Jan 31, 2020, 8:40 PM IST

ଭୁବନେଶ୍ବର: ୭ମ ବାଟାଲିୟନରେ ଧ୍ବଜାବତରଣ ଉତ୍ସବ। ପ୍ରକମ୍ପିତ ହେଉଥିଲା ପୋଲିସ ବାଦ୍ୟ। ପରିବେଶଣ କରୁଥିଲେ ପୋଲିସ ବ୍ୟାଣ୍ଡର ୩୨୨ଜଣ ପୋଲିସ କର୍ମଚାରୀ। ଧ୍ବଜାବତରଣ ପରେ ରଙ୍ଗାରଙ୍ଗ କାର୍ଯକ୍ରମ ୭ମ ବାଟାଲିୟନର ଶୋଭାକୁ ଦ୍ବିଗୁଣିତ କରିଥିଲା।

ABOUT THE AUTHOR

...view details