ସୁନ୍ଦରୀ ପାଇଁ ନିଜ ମୁଣ୍ଡରୁ ଦୋଷ ଛଡାଉଛି NTCA
ଅନୁଗୋଳ: ବ୍ୟାଘ୍ର ପ୍ରକଳ୍ପ ସ୍ଥଗିତ ନେଇ ଏନଟିସିଏ (NTCA)ର ପଦକ୍ଷେପକୁ ଏବେ ସମସ୍ତେ ନାପସନ୍ଦ କରୁଛନ୍ତି । ଯାହାର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବାଘ ଆସିଥିଲା ସେ କିଭଳି ଜାଣି ପାରିଲେ ନାହିଁ ନିୟମରେ ଖିଲାପ ହେଉଛି ବୋଲି । ନା ବିଭାଗ ମଧ୍ୟରେ ସମନ୍ଵୟର ଅଭାବ ଯୋଗୁଁ ଏବେ ସାତକୋଶିଆରୁ ମୁହଁ ଫେରାଉଛି ଏନଟିସିଏ(NTCA) ।