ଓଡିଶା

odisha

ETV Bharat / videos

ମହାମାରୀରେ ଜୀବନକୁ ବାଜି ଲଗାଇଛନ୍ତି ଅଗ୍ନିଶମ କର୍ମଚାରୀ, ସ୍ୱତନ୍ତ୍ର ସାକ୍ଷାତକାର...

By

Published : May 9, 2021, 6:52 PM IST

ଭୁବନେଶ୍ୱର: କୋଭିଡ ହସ୍ପିଟାଲ ହେଉ ବା ସଂକ୍ରମିତ ଅଞ୍ଚଳ, ସହରର ଗଳିକନ୍ଦି ଓ ବଡ଼ବଡ଼ ଅଫିସ ବୁଲି କିଲର କରୋନା ଭାଇରସରୁ ବର୍ତ୍ତିବା ପାଇଁ ସାନିଟାଇଜ କରୁଛନ୍ତି ଅଗ୍ନିଶମ କର୍ମଚାରୀ । ଏହି ସମ୍ମୁଖ କୋରୋନା ଯୋଦ୍ଧାମାନେ ସଂକ୍ରମଣ ଅଞ୍ଚଳକୁ ଯାଇ ଲୋକଙ୍କୁ ବଞ୍ଚାଇବାକୁ ନିରନ୍ତର ପ୍ରୟାସ କରୁଛନ୍ତି । ଏହି ସବୁ ଅଞ୍ଚଳ ବୁଲି କାର୍ଯ୍ୟ କରିବା କେତେ କଷ୍ଟକର ହୋଇଥାଏ ? ଏହାକୁ ନେଇ ଅଗ୍ନିଶମ କର୍ମଚାରୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି ତାପସ ପରିଡ଼ା ।

ABOUT THE AUTHOR

...view details