ଓଡିଶା

odisha

ETV Bharat / videos

ଅଯୋଧ୍ୟା ବାବ୍ରୀ ମସଜିଦ ଭଙ୍ଗା ଘଟଣାର ସ୍ମୃତି ବଖାଣିଲେ ପ୍ରତ୍ୟକ୍ଷଦର୍ଶୀ - ବିଶ୍ଵ ହିନ୍ଦୁ ପରିଷଦର କର୍ମକର୍ତ୍ତା

By

Published : Aug 5, 2020, 12:49 PM IST

Updated : Aug 5, 2020, 1:00 PM IST

ବାରିପଦା: ଶେଷ ହୋଇଛି ୫୦୦ ଶହ ବର୍ଷର ଅପେକ୍ଷା । ବହୁ ବାଦ ବିବାଦ ପରେ ଆଜି ଅଯୋଧ୍ୟାରେ ରାମ ମନ୍ଦିର ଶିଳାନ୍ୟାସ ହେବାକୁ ଯାଉଛି। ତେବେ ମନ୍ଦିର ନିର୍ମାଣ ପାଇଁ ଯେଉଁମାନଙ୍କ ବଳିଦାନ ରହିଛି,ସେମାନେ ଆଜି ଖୁସିବ୍ୟକ୍ତ କରିଛନ୍ତି। ୧୯୯୨ ମସିହା ଡିସେମ୍ବର ୬ରେ ଅଯୋଧ୍ୟାରେ ବାବ୍ରୀ ମସଜିଦ ଭଙ୍ଗା ଘଟଣାରେ ଲକ୍ଷ ଲକ୍ଷ ଲୋକ ସାମିଲ ଥିଲେ । ଯେଉଁଥିରେ ମୟୂରଭଞ୍ଜ ଜିଲ୍ଲାରୁ ମଧ୍ୟ ସାମିଲ ହୋଇଥିଲେ ୫୦୦ରୁ ଊର୍ଦ୍ଧ୍ବ କର ସେବକ। ତେବେ ମୟୁରଭଞ୍ଜ ଜିଲ୍ଲାରୁ ସାମିଲ ହୋଇଥିବା କର ସେବକ ବିଶ୍ଵ ହିନ୍ଦୁ ପରିଷଦର କର୍ମକର୍ତ୍ତା କବି ବିଷ୍ଣୁ ଶତପଥୀଙ୍କ ନେତୃତ୍ବରେ ଅଯୋଧ୍ୟା ଯାଇଥିଲେ। ସେଦିନ ଘଟଣାରେ ଉପସ୍ଥିତ ଥିବା ଏହି ରାମଭକ୍ତ ନିଜେ ଅଙ୍ଗେ ଲିଭା କଷ୍ଟ ଓ ସ୍ମୃତିକୁ ଆମ ଇଟିଭି ଭାରତ ଜରିଆରେ ବଖାଣିଛନ୍ତି । ତେବେ ୨୮ ବର୍ଷ ତଳେ କଣ ଥିଲା ସମ୍ପୁର୍ଣ୍ଣ ଘଟଣା ତାଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ଆମ ଇଟି ଭାରତ ମୟୂରଭଞ୍ଜ ରିପୋର୍ଟର ମୃତ୍ୟୁଞ୍ଜୟ ସେନାପତି।
Last Updated : Aug 5, 2020, 1:00 PM IST

ABOUT THE AUTHOR

...view details