ଓଡିଶା

odisha

ETV Bharat / videos

ଜାତୀୟ କ୍ରୀଡା ସମ୍ମାନର ଟ୍ରଫି ଡିଜାଇନରଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର - ଜାତୀୟ କ୍ରୀଡା ସମ୍ମାନର ଟ୍ରଫି ଡିଜାଇନର

By

Published : Aug 26, 2020, 5:23 PM IST

ଭୁବନେଶ୍ବର: ଦେଶର କ୍ରୀଡା ପାଇଁ ନିଜର ସର୍ବଶ୍ରେଷ୍ଠ ଦେଇଥିବା କ୍ରୀଡାବିତ‌ଙ୍କୁ ବିଭିନ୍ନ କ୍ରୀଡା ସମ୍ମାନରେ ସମ୍ମାନିତ କରାଯାଏ । ସେ ଅର୍ଜୁନ ପୁରସ୍କାର ହେଉ ବା ଦ୍ରୋଣାଚାର୍ଯ୍ୟ ସମ୍ମାନ କି ଧ୍ୟାନଚାନ୍ଦ ଆୱାର୍ଡ । ତେବେ ଏହି ଐତିହାସିକ ଟ୍ରଫିକୁ ଆକାର ଦେଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଆମ ଓଡିଶାର ଗଜେନ୍ଦ୍ର ସାହୁ । ଜାତୀୟ ସ୍ତରରେ ନିଜର ସୃଜନଶୀଳତା ପରିଚୟ ଦେଇ କ୍ରୀଡା ସମ୍ମାନ ଟ୍ରଫିର ନିର୍ମାତା ଗଜେନ୍ଦ୍ର ସାହୁଙ୍କ ସହ ‘‘ଇଟିଭି ଭାରତ’’ ର ସ୍ୱତନ୍ତ୍ର ସାକ୍ଷାତକାର । ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

ABOUT THE AUTHOR

...view details