ଓଡିଶା

odisha

ETV Bharat / videos

ଇଟିଭି ଭାରତ ଇଫେକ୍ଟ; ଭତ୍ତା ଘୋଟାଲାର ତଦନ୍ତ କଲା ପ୍ରଶାସନ

By

Published : Jan 22, 2020, 11:38 PM IST

ଜଗତସିଂହପୁର: ଭୂତ ନେଉଥିଲା ଭତ୍ତା। ତାହା ପୁଣି ମାସ ମାସ ଧରି । ଆଖିରେ ଅଙ୍ଗୁଳି ଗେଞ୍ଜି ଲୁଟୁଥିଲେ ସରକାରୀ ଅର୍ଥ। ଏହି ଘୋଟାଲା ସମ୍ପର୍କରେ ପ୍ରଥମେ 'ଇଟିଭି ଭାରତ'ରେ ଖବର ପ୍ରସାରଣ ପରେ ପ୍ରଶାସନର ନିଦ ଏବେ ଭାଙ୍ଗିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବୁଧବାର ଉପଜିଲ୍ଲାପାଳ ତଦନ୍ତ ଆରମ୍ଭ କରିଛନ୍ତି ।

ABOUT THE AUTHOR

...view details