ଓଡିଶା

odisha

By

Published : Jan 6, 2020, 6:34 PM IST

ETV Bharat / videos

ଗୋଡ଼ାରେ ହାତୀ ଉପଦ୍ରବ, ଖାଇଲେ 50 ବସ୍ତା ଧାନ

ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଗୋଡ଼ା ଗ୍ରାମରେ ହାତୀ ଉପଦ୍ରବ। ଗୋଡା ଗ୍ରାମରେ 2ଟି ଜଙ୍ଗଲୀ ହାତୀ ପଶି ଖଳାରେ ଥୁଆ ହୋଇଥିବା 50 ବସ୍ତା ଧାନ ଖାଇଛନ୍ତି । ଏହାସହ ବଳକା ଧାନକୁ ଖଳାରେ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି ।

ABOUT THE AUTHOR

...view details