ଓଡିଶା

odisha

ETV Bharat / videos

ତିର୍ତ୍ତୋଲ ଓ ବାଲେଶ୍ବର ଭୋଟଗଣତି: ନିର୍ବାଚନ କମିଶନରଙ୍କ ସାମ୍ବାଦିକ ସମ୍ମିଳନୀ

By

Published : Nov 10, 2020, 5:21 PM IST

ଭୁବନେଶ୍ବର: ତିର୍ତ୍ତୋଲ ଓ ବାଲେଶ୍ବର ଉପନିର୍ବାଚନ ନେଇ ଭୋଟ ଗଣତି ପକ୍ରିୟା ଜାରି ରହିଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଅଧିକ ସୂଚନା ଦେଇଛନ୍ତି ଓଡ଼ିଶା ମୁଖ୍ୟ ନିର୍ବାଚନ କମିଶନର ଶୁଶୀଲ କୁମାର ଲୋହାନୀ। ଉଭୟ ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନରେ ବିଜୁ ଜନତା ଦଳ ଆଗୁଆ ରହିଛି। ତିର୍ତ୍ତୋଲ ଓ ବାଲେଶ୍ଵର ସଦରରେ ଭୋଟ ଗଣତି ସୁରୁଖୁରୁରେ ଚାଲିଥିବା ନେଇ ସୂଚନା ମିଳିଛି।

ABOUT THE AUTHOR

...view details