ଓଡିଶା

odisha

ଗଞ୍ଜାମ-ଦିଗପହଣ୍ଡି ୨୭ ନମ୍ବର ଜୋନରେ ଚାଲିଛି ଜୋରସୋର ପ୍ରଚାର

By

Published : Feb 4, 2022, 10:34 PM IST

ବ୍ରହ୍ମପୁର: ଦିନକୁ ଦିନ ଯୋର ଧରିବାରେ ଲାଗିଛି ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ନିର୍ବାଚନ ପ୍ରଚାର । ପଞ୍ଚାୟତଗୁଡିକରେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥ ପ୍ରଚାର ପ୍ରସାର ଜାରି ରଖି ଥିବାବେଳେ ଜିଲ୍ଲାର ସମସ୍ତ ଜିଲ୍ଲା ପରିଷଦ ଜୋନରେ ପ୍ରାର୍ଥମାନେ ମଧ୍ୟ ଭୋଟରଙ୍କୁ ମନାଉଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଳକର ୨୭ ନମ୍ବର ଜୋନରେ ଶାସକ ଦଳର ପ୍ରାର୍ଥ ସଞ୍ଜୁକ୍ତା କବି ନିଜର ସମର୍ଥକଙ୍କ ସହ ଜାରି ରଖିଛନ୍ତି ପ୍ରଚାର । ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details