ଓଡିଶା

odisha

କନକ ଦୁର୍ଗା ଦେବୀଙ୍କ ଅଷ୍ଟମୀ ପୂଜା

By

Published : Oct 6, 2019, 5:45 AM IST

Published : Oct 6, 2019, 5:45 AM IST

ସୁବର୍ଣ୍ଣପୁର: ସହରର ଇଷ୍ଟଦେବୀ ମା' କନକ ଦୁର୍ଗାଙ୍କ ଶନିବାର ମହାଅଷ୍ଟମୀ ପୂଜା କରାଯାଇଥିଲା । ଦେବୀ ମା' ଖମ୍ବେଶ୍ୱରୀ ପୀଠକୁ ଗତକାଲି ରାତିରେ ବିଜେ କରିବା ପରେ ଆଜି ମାଆଙ୍କ ଷୋଡଶ ଉପଚାରରେ ଅଷ୍ଟମୀ ପୂଜା କରାଯାଇଥିଲା । ଦେବୀ ଖମ୍ବେଶ୍ୱରୀ ଓ ଦେବୀ ମା' କନକ ଦୁର୍ଗାଙ୍କ ଦର୍ଶନ ପାଇଁ ସକାଳରୁ ଭକ୍ତଙ୍କର ଭିଡ଼ ଦେଖିବାକୁ ମିଳିଥିଲା ।

ABOUT THE AUTHOR

...view details