ଓଡିଶା

odisha

ETV Bharat / videos

’ଫିକ୍ସିଂ କରି ବିଧାନସଭାକୁ ବନ୍ଦ କରିଦେଲେ ବିଜେଡି-ବିଜେପି’ - state budget session

By

Published : Mar 27, 2021, 3:33 PM IST

ଭୁବନେଶ୍ବର: ହୁ ହୁ ହୋଇ ବଢୁଛି ଖାଇବା ତେଲ ଦର । ଲିଟର ପିଛା ତେଲ ଦର ଏବେ 140 ରୁ 150 ରେ ବିକ୍ରି ହେଉଛି । ଯାହାକୁ ନେଇ ଆଜି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । କେନ୍ଦ୍ର ସରକାର ଜିଏସଟି ନାଁରେ ଲିଟର ପିଛା 38 ପ୍ରତିଶତ ନେଉଛନ୍ତି । ଫଳରେ ଖାଇବା ତେଲ ଲିଟର ପିଛା 140 ଓ150କୁ ଛୁଇଁଲାଣି । ଆଉ ଏନେଇ ବିଜେପି-ବିଜେଡି ହରଡଘଣାରେ ପଡୁଥିବାରୁ ଉଭୟ ପିକ୍ସିଂ କରି ଆଜି ବିଧାନସଭାକୁ ବନ୍ଦ କରିଦେଇଛନ୍ତି । ସେପଟେ, ଆଜି ସନ୍ଧ୍ୟା ନଚେତ ଆସନ୍ତାକାଲି ପିପିଲି ପାଇଁ ପ୍ରାର୍ଥୀ ଘୋଷଣା କରିପାରେ କଂଗ୍ରେସ । ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details