ଓଡିଶା

odisha

ETV Bharat / videos

Omicron Fear: ଆତଙ୍କିତ ହୁଅନ୍ତୁ ନାହିଁ, ପିଲାଙ୍କୁ ସାଧାରଣତଃ କୋଭିଡ ହୁଏନି - ଓଡ଼ିଶାରେ କୋଭିଡ ଟେନ୍‌ସନ୍‌

By

Published : Jan 19, 2022, 5:46 PM IST

ଭୁବନେଶ୍ବର: ରାଜ୍ୟରେ କୋଭିଡ ନୂଆ ରୂପରେ ଉଭା ହୋଇଛି । ଏହି ଓମକ୍ରନ ଭାରିଏଣ୍ଟକୁ ନେଇ ରାଜ୍ୟବାସୀଙ୍କ ମନରେ ଅନେକ ପ୍ରଶ୍ନ ରହିଛି । ଏହି ଭାରିଏଣ୍ଟ ଦାଉରୁ ରକ୍ଷା କରିବା ପାଇଁ କିଶୋରକିଶୋରୀଙ୍କୁ ଟୀକାକରଣ କରାଯାଇଛି । ତେବେ ୧୫ ବର୍ଷରୁ କମ୍‌ ବୟସ୍କଙ୍କୁ ଏପର୍ଯ୍ୟନ୍ତ ଟୀକା ଦିଆଯାଇ ପାରିନାହିଁ । ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଡାକ୍ତର ପ୍ରେସମିଟ୍‌ କରି ଲୋକଙ୍କ ଆଶଙ୍କା ଦୁର କରିବାକୁ ଚେଷ୍ଟା କରିଛନ୍ତି । ଏହାପୂର୍ବରୁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଓମିକ୍ରନ ଭାରିଏଣ୍ଟ ସମ୍ପର୍କରେ ସୂଚନା ଦିଆଯାଇଥିଲା । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details