ଓଡିଶା

odisha

ETV Bharat / videos

ଦୀପାବଳି ପାଇଁ ପ୍ରସ୍ତୁତ ରାଜ୍ୟ ଅଗ୍ନିଶମ ବିଭାଗ - ଦୀପାବଳି ପାଇଁ ପ୍ରସ୍ତୁତ ରାଜ୍ୟ ଅଗ୍ନିଶମ ବିଭାଗ

By

Published : Oct 26, 2019, 1:51 PM IST

କଟକ: ରବିବାର ସାରା ରାଜ୍ୟ ପାଳିବ ଦୀପାବଳି । ରଙ୍ଗବେରଙ୍ଗ ଆଲୋକ ସାଙ୍ଗକୁ ବାଣ ଫୁଟାଇବା ମଜା ନେବେ ସମସ୍ତେ। ଦୀପାବଳିରେ ବାଣି ଫୁଟାଇବାବେଳେ ଯେପରି କୌଣସି ଅଘଟଣ ନହୁଏ ସେ ନେଇ ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଦୀପାବଳି ପାଇଁ 337ଟି ଅଗ୍ନିଶମ କେନ୍ଦ୍ରରେ 5 ହଜାର କର୍ମଚାରୀ ନିୟୋଜିତ ହେବେ। କେବଳ ସେତିକି ନୁହେଁ କଟକ, ଭୁବନେଶ୍ବର, ରାଉରକେଲା, ବରଗଡ଼, ବାଲେଶ୍ଵର ଆଦି ଅଞ୍ଚଳରେ ଅସ୍ଥାୟୀ ଦମକଳ କେନ୍ଦ୍ର ଖୋଲାଯିବ। ତେବେ ଦୀପାବଳିରେ କିଭଳି ସତର୍କତା ଅବଲମ୍ବନ କରି ବାଣ ଫୁଟାଇବେ ସେ ନେଇ ଆମ ସମ୍ବାଦଦାତା ରାଜ୍ୟ ଅଗ୍ନିଶମ ବିଭାଗର ମୁଖ୍ୟ ଅଗ୍ନିଶମ ଅଧିକାରୀ ଆଲୋଚନା କରିଛନ୍ତି।

For All Latest Updates

ABOUT THE AUTHOR

...view details