ଓଡିଶା

odisha

ETV Bharat / videos

ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ପ୍ରତିକ୍ରିୟା ରଖିଲେ ଜିଲ୍ଲା ଯୋଗାଣ ଅଧିକାରୀ - କୁଜଙ୍ଗ ଓ ଏରସମା ବ୍ଲକ ନ୍ୟୁଜ

🎬 Watch Now: Feature Video

By

Published : Mar 18, 2021, 7:23 AM IST

ଜଗତସିଂହପୁର: ଜିଲ୍ଲାରେ 8ଟି ବ୍ଲକରେ 11 ହଜାରରୁ ଅଧିକ ଚାଷୀ ଟୋକନ ପାଇଥିଲେ ସୁଦ୍ଧା ମଣ୍ଡି ଧାନ ନେଉ ନଥିବାରୁ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ମୁଣ୍ଡ ଟେକିଛି। କୁଜଙ୍ଗ ଓ ଏରସମା ବ୍ଲକରେ ବର୍ତ୍ତମାନ ସୁଦ୍ଧା 31 ପ୍ରତିଶତ ଧାନ ସଂଗ୍ରହ ହୋଇ ପାରିନି। ଯାହାକୁ ନେଇ ରାଜରାସ୍ତାକୁ ଓଲାହିଲେଣି ଚାଷୀ। ଜିଲ୍ଲାରେ କିପରି ରହିଛି ଧାନ ସଂଗ୍ରହ ପ୍ରକ୍ରିୟା ଏସମ୍ପର୍କରେ ଆମ ପ୍ରତିନିଧି ସୁଶାନ୍ତ ପାତ୍ର ଆଲୋଚନା କରିଥିଲେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ।

ABOUT THE AUTHOR

...view details