ଓଡିଶା

odisha

ETV Bharat / videos

ନିଜ ଭୋଟରଙ୍କୁ କ୍ଷମା ମାଗନ୍ତୁ ସାଂସଦ: ଦେବାଶିଷ ସାମନ୍ତରାୟ - Bhubaneswar mp aparajita sadangi covid19 violation news

By

Published : Oct 10, 2020, 8:23 PM IST

କଟକ: ଭୁବନେଶ୍ବରର ବିଜେପି ସାଂସଦ ତଥା ରାଷ୍ଚ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀଙ୍କ ପାଇଁ ବଢୁଛି ଅଡ଼ୁଆ। କୋଭିଡ ନିୟମ ଉଲ୍ଲଙ୍ଘନ କରି ଜନ୍ମଦିନ ପାଳନକୁ ନେଇ ସବୁଆଡେ ସମାଲୋଚନା କରାଯାଉଛି। ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କଟକ ବାରବାଟୀ ବିଧାୟକ ତଥା ବିଜେଡି ମୁଖପାତ୍ର ଦେବାଶିଷ ସାମନ୍ତରାୟ।

ABOUT THE AUTHOR

...view details