ଓଡିଶା

odisha

କମିଶନରେଟରୁ ବିଦାୟ ନେଉଛନ୍ତି ଆଇପିଏସ ସାଗରିକା ନାଥ, ଦେଖନ୍ତୁ ଭିିଡିଓ

By

Published : Jul 16, 2020, 1:47 PM IST

ଭୁବନେଶ୍ବର: ମଙ୍ଗଳବାର ଦିନ ଆଇଏଏସ ସ୍ତରରେ ବଡଧରଣର ଅଦଳବଦଳ ହୋଇଛି । ଏହି ବଦଳି ତାଲିକାରେ ଟ୍ରାଫିକ୍ ଡିସିପି ସାଗରିକା ଦାସ ମଧ୍ୟ ସାମିଲ ରହିଛନ୍ତି । ତାଙ୍କୁ ଏବେ ସୁନ୍ଦରଗଡ ଏସପିର ଦାୟିତ୍ବ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ପୋଲିସ ସେବା ଭବନରେ ତାଙ୍କର ବିଦାୟ ଉତ୍ସବ ପାଳିତ ହୋଇଯାଇଛି । ବିଦାୟ ଉତ୍ସବରେ ଆଇପିଏସ ସାଗରିକ ନିଜ ସମସ୍ତ ଟିମ୍ ମେମ୍ବର ଏବଂ ବରିଷ୍ଠ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ... ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details