ଓଡିଶା

odisha

ETV Bharat / videos

ଭୟଙ୍କର ହେଉଛି ବାତ୍ୟା 'ୟସ' ସ୍ଥିତି ଜାରି କଲା ପାଣିପାଗ କେନ୍ଦ୍ର ଭୁବନେଶ୍ବର

By

Published : May 24, 2021, 9:32 PM IST

ଭୁବନେଶ୍ବର: ବଳ ଗୋଟାଉଛି ସାମୁଦ୍ରିକ ଝଡ ୟସ । ପାରାଦୀପ ଠାରୁ ୪୯୦ କିମି ଦୂରରେ ରହିଛି ବାତ୍ୟା । ଆସନ୍ତା ୨୬ ତାରିଖ ମଧ୍ୟାହ୍ନରେ ବାଲେଶ୍ବର ପାଖାପାଖି ଉପକୂଳରେ ଲ୍ୟାଣ୍ଡଫଲ କରିବ ବାତ୍ୟା ୟସ। କ୍ରମଶଃ ଧୀରେ ଧୀରେ ଶକ୍ତିଶାଳୀ ହେଉଛି ଏହି ଭୟଙ୍କର ସାମୁଦ୍ରିକ ଝଡ଼। ତେବେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ଏକ ଭିଡିଓ ଜାରି କରାଯାଇଛି । ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ABOUT THE AUTHOR

...view details