କେନ୍ଦ୍ରାପଡାରେ 'ୟସ' ତାଣ୍ଡବ - କେନ୍ଦ୍ରାପଡାରୁ ବାତ୍ୟା 'ୟସ' ଅପଡେଟ୍
କେନ୍ଦ୍ରାପଡା: ମାଡି ଆସୁଛି ବାତ୍ୟା ୟସ । ବାତ୍ୟା ସାଙ୍ଗକୁ ପୂର୍ଣ୍ଣିମା କାରଣରୁ ସମୁଦ୍ରରେ ଉଚ୍ଚ ଜୁଆର ସୃଷ୍ଟି ହେଉଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହା ଫଳରେ ସମୁଦ୍ରରେ ଉଚ୍ଚ ଜୁଆର ସୃଷ୍ଟି ହୋଇ ସ୍ଥଳଭାଗରେ ପାଣି ମାଡିଯାଇଥିବା ଦେଖିବାକୁ ମିଳିଛି । ତେବେ ୟସ ଲ୍ୟାଣ୍ଡ ଫଲ୍ ପ୍ରକ୍ରିୟା ଆରମ୍ଭ କରି ଥିବାବେଳେ ଏହାର ପ୍ରଭାବରେ କେନ୍ଦ୍ରାପଡା ଜିଲ୍ଲାରେ ବର୍ଷା ସାଙ୍କକୁ ପବନ ଲାଗିରହିଛି । ଦେଖନ୍ତୁ କେନ୍ଦ୍ରାପଡାରୁ ୟସ୍ ଅପଡେଟ୍ । କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ