ଓଡିଶା

odisha

ETV Bharat / videos

Cyclone Jawad: ଆଲର୍ଟ ଜିଲ୍ଲାକୁ ଗଲେ NDRF ଟିମ - ଏନଡିଆରଏଫ ପ୍ରସ୍ତୁତି

By

Published : Dec 3, 2021, 12:41 PM IST

କଟକ: ବାତ୍ୟା ଜୱାଦ(Cyclone Jawad) ମୁକାବିଲା ପାଇଁ ପ୍ରସ୍ତୁତ ଏନଡିଆରଏଫ ଟିମ । ୧୨ ଟି ଟିମକୁ ବିଭିନ୍ନ ସ୍ଥାନକୁ ପଠାଯାଇଛି । ବିଶେଷକରି ବାତ୍ୟା ପ୍ରଭାବିତ ଜିଲ୍ଲାମାନଙ୍କୁ ଏହି ଟିମକୁ ପଠାଯାଇଛି । ଗଞ୍ଜାମ ଜିଲ୍ଲା ପାଇଁ ସର୍ବାଧିକ ୩ ଟି ଟିମ, ଖୋର୍ଦ୍ଧା ଜିଲ୍ଲା ପାଇଁ ୨ ଟି ଟିମ, ଗଜପତି, ଭଦ୍ରକ, ପୁରୀ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଓ ବାଲେଶ୍ଵର ଜିଲ୍ଲା ପାଇଁ ଗୋଟିଏ ଲେଖାଏଁ ଟିମ ପଠାଯାଇଥିବା NDRF ପକ୍ଷରୁ ସ୍ପଷ୍ଟ କରାଯାଇଛି । କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details