ଓଡିଶା

odisha

ETV Bharat / videos

କୋଭିଡ ସଚେତନତା ଗୀତ ଗାଇ ଚର୍ଚ୍ଚାରେ ଥାନା ବାବୁ - ଏସଆଇ ରାକେଶ କୁମାର ବେହେରା

By

Published : Jul 7, 2021, 8:07 AM IST

କଟକ: ସୋସିଆଲ ମିଡ଼ିଆରେ ପୁଣି ଚର୍ଚ୍ଚାରେ କଟକ କ୍ୟାଣ୍ଟେନମେଣ୍ଟ ଥାନା ଏସଆଇ ରାକେଶ କୁମାର ବେହେରା । କିଛି ଦିନ ପୂର୍ବରୁ ଜଗନ୍ନାଥ ଭଜନ ଗାଇ ଲୋକଙ୍କୁ ଏକ ନିଆରା ଢଙ୍ଗରେ ସଚେତନତା କରାଇବାକୁ ଉଦ୍ୟମ କରିଥିବା ଏସଆଇ ଆଜି ପୁଣି ଏକ ଭଜନ ଗାଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ABOUT THE AUTHOR

...view details