ଓଡିଶା

odisha

ETV Bharat / videos

କୋଭିଡ ପରିଚାଳନା ନେଇ ସିଏମସି କମିଶନର ଅନନ୍ୟା ଦାସଙ୍କ ସୂଚନା - କଟକ ମ୍ୟୁନିସପାଲ କମିସନର

By

Published : May 8, 2021, 5:44 PM IST

ଭୁବନେଶ୍ବର: କୋଭିଡ ପରିଚାଳନା ନେଇ ସିଏମସି କମିଶନର ଅନନ୍ୟା ଦାସଙ୍କ ସୂଚନା । କଟକରେ କୋରୋନା ସ୍ଥିତି ନେଇ ସୂଚନା ଦେଇଛନ୍ତି ସିଏମସି କମିସନର । ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ବଢୁଥିବାବେଳେ ଲୋକଙ୍କୁ ମାସ୍କ,ସାନିଟାଇଜର ବ୍ୟବହାର, ସାମାଜିକ ଦୂରତା ସହ କରୋନାର ସମସ୍ତ ଗାଇଡଲାଇନ ପାଳନ କରିବା ପାଇଁ ନିବେଦନ କରିଛନ୍ତି । ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ABOUT THE AUTHOR

...view details