ଓଡିଶା

odisha

ETV Bharat / videos

କୋଭିଡ୍ ପରିଚାଳନାରେ ଅବ୍ଯବସ୍ଥା, ସରକାରକୁ ଘେରିଲେ ବିରୋଧୀ - କୋଭିଡ୍ ପରିଚାଳନା

By

Published : Sep 16, 2020, 7:35 PM IST

ଭୁବନେଶ୍ବର: ରାଜ୍ୟରେ କୋଭିଡ଼ ଚିକିତ୍ସାରେ ବ୍ୟାପକ ଅବହେଳା। ରୋଗୀକୁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନେବାଠୁ ଚିକିତ୍ସା ଯାଏଁ ପୁଳାପୁଳା ଅଭିଯୋଗ । ଲୋକଙ୍କ ଅଭିଯୋଗର ନା ମିଳିପାରୁଛି ଜବାବ ନା ମିଳିପାରୁଛି ଉତ୍ତମ ଚିକିତ୍ସା । ଏପରିକି ଟେଷ୍ଟ କରିବାର ୪ରୁ ୫ ଦିନ ପରେ ଆସୁଛି ପଜିଟିଭ ରିପୋର୍ଟ । ସେପଟେ ରାଜ୍ୟର କୋଭିଡ କେୟାର ସେଣ୍ଟର ଓ ଟିଏମସି ଏବଂ ଆବଶ୍ୟକ ସ୍ଥଳେ କଟକ ଭୁବନେଶ୍ୱରକୁ କୋରୋନା ରୋଗୀଙ୍କୁ ନ ଆଣିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । କୋଭିଡ ପରିଚାଳନା ଅବ୍ୟବସ୍ଥା ଅଭିଯୋଗକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ABOUT THE AUTHOR

...view details