ଓଡିଶା

odisha

ETV Bharat / videos

ଭତ୍ତା ପାଇଁ ହ୍ବିଲ୍ ଚେୟାରରେ 17 କିମି ଯାତ୍ରା - ବିକଳାଙ୍ଗ ଭତ୍ତା ପାଇଁ ଯାତ୍ରା

By

Published : Oct 14, 2020, 2:31 PM IST

କେନ୍ଦୁଝର: ଭତ୍ତା ପାଇଁ ହ୍ବିଲ୍ ଚେୟାରରେ ଯିବାକୁ ପଡିଲା 17 କିମି । କେନ୍ଦୁଝର ଜିଲ୍ଲାର ରତ୍ନଗର୍ଭା ଚମ୍ପୁଆ ବ୍ଲକରେ ହିତାଧିକାରୀଙ୍କ ଦୁରବସ୍ଥା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଦିବ୍ୟାଙ୍ଗ ଭତ୍ତା ପାଇଁ ଦୀର୍ଘ 17 କିମି ଦୂର ସ୍ବାମୀଙ୍କୁ ଏକ ହ୍ବିଲ୍ ଚେୟାରରେ ବ୍ଲକ୍ କାର୍ଯ୍ୟାଳୟକୁ ଠେଲି ଠେଲି ଆଣିଛନ୍ତି ପତ୍ନୀ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଚମ୍ପୁଆ ବ୍ଲକରେ ।

ABOUT THE AUTHOR

...view details