ଭୁବନେଶ୍ୱରରେ କୋରୋନା ସ୍ଥିତି: ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥଙ୍କ ସହ ଆଲୋଚନା - Corona situation in Bhubaneswar
ଭୁବନେଶ୍ବର: ସାମ୍ପ୍ରତିକ ସ୍ଥିତିରେ କୋରୋନା ମହାମାରୀ ଉଗ୍ରରୂପ ଧାରଣ କରିଛି । କୋରୋନା ସଂକ୍ରମଣ ରୋକିବାକୁ ଲକଡାଉନ କଟକଣା ମାନିବା, ସାମାଜିକ ଦୂରତ୍ବ ରକ୍ଷାକରିବା, ସ୍ବଚ୍ଛତା ଅବଲମ୍ବନ କରିବା ନେଇ ବିଏମସି ପକ୍ଷରୁ ପ୍ରଚାର ପ୍ରସାର କରାଯାଉଛି । ତେବେ ଏଭଳି ସ୍ଥିତିରେ ଭୁବନେଶ୍ବରରେ ବିଏମସି ପକ୍ଷରୁ କଣ ରହିଛି ଆଭିମୁଖ୍ୟ ସେ ନେଇ ଭୁବନେଶ୍ବର ମହାନଗର ନିଗମର ଦକ୍ଷିଣ ପୂର୍ବ ଜୋନର ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା । ଦେଖନ୍ତୁ ଭିଡିଓ...