କୋରୋନା ଲଢେଇ: ମାସ୍କ ପିନ୍ଧି ସରକାରଙ୍କ ନିର୍ଦ୍ଦେଶ ପାଳୁଛନ୍ତି କଳାହାଣ୍ଡିବାସୀ - କୋରୋନା ଲଢେଇ
ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି । କଳାହାଣ୍ଡିବାସୀ ଏହି ନିର୍ଦ୍ଦେଶନାମାକୁ ଗୁରୁତ୍ବ ସହ ନେଇ ପାଳନ କରୁଛନ୍ତି ।
Last Updated : Apr 11, 2020, 10:04 PM IST