ଓଡିଶା

odisha

By

Published : Sep 29, 2020, 10:52 PM IST

ETV Bharat / videos

କୋଭିଡ ସଚେତନତା ସପ୍ତାହ ଅବସରରେ ଚାଲିଛି ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର: କୋଭିଡ ସଚେତନତା ସପ୍ତାହ ଅବସରରେ ଚାଲିଛି ସଚେତନତା କାର୍ଯ୍ୟକ୍ରମ । କୋଭିଡ ସପ୍ତାହ ଅବସରରେ ବ୍ୟାପକ ସଚେତନତା ହାତକୁ ନିଆଯିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ସ୍ଥାନରେ ମାସ୍କ ବଣ୍ଟନଠାରୁ ଆରମ୍ଭ କରି ସଚେତନତାର ବାର୍ତ୍ତା ମଧ୍ୟ ଦିଆଯାଉଛି । ଏହି ପରିପେକ୍ଷୀରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକର ଶ୍ରୀରାମଚନ୍ଦ୍ରପୁର ଗ୍ରାମରେ ସରପଞ୍ଚଙ୍କ ଦ୍ବାରା ଶ୍ରମିକଙ୍କୁ ମାସ୍କ ବଣ୍ଟନ କରାଯାଇଛି । ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ....

ABOUT THE AUTHOR

...view details