ଓଡିଶା

odisha

ବାଲୁକା କଳାରେ ସୁଦର୍ଶନ ପଟ୍ଟନାୟକଙ୍କ କୋରୋନା ସଚେତନତା

By

Published : Mar 19, 2020, 11:06 PM IST

ଭୁବନେଶ୍ବର: ଦେଶରେ ଜାରି ରହିଛି କୋରୋନାର କାୟା ବିସ୍ତାର । ଏପରିସ୍ଥଳେ କେବଳ ସଚେତନତା, ସତର୍କତା ଓ ସ୍ବଚ୍ଛତାରେ କୋରୋନା କବଳରୁ ନିସ୍ତାର ମିଳିବାର ସମ୍ଭାବନା ରହିଛି । ଏପରିସ୍ଥଳେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ କୋରୋନା ସଚେତନତା ଓ ଚିକିତ୍ସକ ଦଳଙ୍କ ପାଇଁ ହୃଦୟସ୍ପର୍ଶୀ ବାର୍ତ୍ତା ଦେଇଛନ୍ତି ।

ABOUT THE AUTHOR

...view details