ଓଡିଶା

odisha

By

Published : Apr 9, 2020, 10:55 AM IST

ETV Bharat / videos

କଲମ ମୁନରୁ କବି ଦେଉଛନ୍ତି କୋରୋନା ସଚେତନତାର ବାର୍ତ୍ତା

ଭବାନୀପାଟଣା: କଲମ ମୁନରୁ କବି ଦେଉଛନ୍ତି କୋରୋନା ସଚେତନତାର ବାର୍ତ୍ତା। ସାମାଜିକ ଦୂରତ୍ବ ଓ ସଚେତନତା ହିଁ ଆତ୍ମସୁରକ୍ଷାର ଏକମାତ୍ର ବାଟ ବୋଲି କହି କବି ତାଙ୍କ କବିତାରେ ଜନସାଧାରଣଙ୍କୁ କରିଛନ୍ତି ସଚେତନ । ମହାମାରୀ କୋରୋନା ପାଇଁ ଦେଶ ଲକ୍‌ଡାଉନ୍‌ ହେବା ସହ ସାମାଜିକ ଦୂରତାକୁ ସରକାର ପ୍ରାଧାନ୍ୟ ଦେଉଥିବାବେଳେ କଳାହାଣ୍ଡିର କବି ମଧ୍ୟ ନିଜ କବିତା ମାଧ୍ୟମରେ ଲୋକଙ୍କୁ ସଚେତନା କରାଉଛନ୍ତି । ଦେଖନ୍ତୁ ଭିଡିଓ... କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

ABOUT THE AUTHOR

...view details