ଓଡିଶା

odisha

ETV Bharat / videos

ଛାତ ଉପରୁ ରଥଯାତ୍ରା ଦେଖିବା ମନା, ନିଷ୍ପତ୍ତିକୁ କଂଗ୍ରେସର ତୀବ୍ର ସମାଲୋଚନା

By

Published : Jul 4, 2021, 8:33 PM IST

Updated : Jul 4, 2021, 8:39 PM IST

ଭୁବନେଶ୍ବର: ରଥଯାତ୍ରା ପୂର୍ବରୁ ପୁରୀରେ ଲାଗୁ ହେବ କର୍ଫ୍ୟୁ । ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଥିବା ଘର ଉପରେ ରହି କେହି ଦର୍ଶନ କରିପାରିବେ ନାହିଁ । ଏଭଳି କଡ଼ାକଡ଼ି କଟକଣାକୁ ନେଇ ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିବା ସହ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ
Last Updated : Jul 4, 2021, 8:39 PM IST

ABOUT THE AUTHOR

...view details