ଓଡିଶା

odisha

ETV Bharat / videos

ଓଡିଶାରେ ପହଞ୍ଚିଲେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର - କଂଗ୍ରେସ ପ୍ରଭାରୀ ଚେଲା କୁମାର

By

Published : Oct 6, 2020, 8:59 PM IST

ଭୁବନେଶ୍ବର: କଂଗ୍ରେସ କେନ୍ଦ୍ରୀୟ ଅଧ୍ୟକ୍ଷଙ୍କ ଦ୍ଵାରା ଓଡିଶା ପାଇଁ ନିଯୁକ୍ତ ହୋଇଥିବା ପ୍ରଭାରୀ ଡ଼ ଏ ଚେଲା କୁମାର ଭୁବନେଶ୍ୱରରେ ମଙ୍ଗଳବାର ଅପରାହ୍ନରେ ଆସି ପହଞ୍ଚିଛନ୍ତି । ଭୁବନେଶ୍ୱର ବିମାନବନ୍ଦର ଠାରେ ପହଁଚିବା ପରେ ରାଜ୍ୟ କଂଗ୍ରେସ ସଭାପତି ଓ ଅନ୍ୟମାନେ ତାଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି । ପରେ ସେ ପ୍ରଥମେ ପୁରୀ ଯାଇ ଜଗନ୍ନାଥଙ୍କ ଦର୍ଶନ କରିବେ ବୋଲି କହିଛନ୍ତି ।

ABOUT THE AUTHOR

...view details