ଓଡିଶା

odisha

ETV Bharat / videos

‘ମୋ ବସ’କୁ ବର୍ଷେ, ବସରେ ବସି ଯାତ୍ରୀଙ୍କ ସହ ଯାତ୍ରା କଲେ ନବୀନ - ମୋ ବସ

By

Published : Nov 6, 2019, 11:01 PM IST

ଭୁବନେଶ୍ବର: ଗୋଟିଏ ବର୍ଷ ପୂରା କରିଛି ରାଜ୍ୟ ସରକାଙ୍କ ମୋ ବସ ଯୋଜନା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏୟାରପୋର୍ଟରୁ ‘ମୋ ବସ’ ଯୋଗେ ଜୟଦେବ ଭବନ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି । ଯାତ୍ରୀଙ୍କ ସହ ବସି ନବୀନ ଯାତ୍ରା କରିବା ସହ ବିଭିନ୍ନ ବିଷୟରେ ଅନେକ ଆଲୋଚନା କରିଥିଲେ । ଅନ୍ୟ ଯାତ୍ରୀଙ୍କ ପରି ମୁଖ୍ୟମନ୍ତ୍ରୀ ମଧ୍ୟ ଟିକେଟ କାଟି ଯାତ୍ରା କରିଥିଲେ । ଯାତ୍ରୀଙ୍କ ସହ ସେଲ୍‌ଫି ନେବା ସହ ଅଟୋଗ୍ରାଫ ମଧ୍ୟ ଦେଇଥିଲେ ନବୀନ ।

ABOUT THE AUTHOR

...view details