ଲକଡାଉନରେ ଅସହାୟ ଶିଶୁଙ୍କ ସୁରକ୍ଷା ନେଇ ତତ୍ପର ଶିଶୁ ସୁରକ୍ଷା କମିଟ - ଅସହାୟ ଶିଶୁଙ୍କ ସୁରକ୍ଷା
ବ୍ରହ୍ମଗିରି: ମହାମାରୀ କୋରୋନା ସମୟରେ ଅସହାୟ ଶିଶୁଙ୍କ ସୁରକ୍ଷା ପାଇଁ ପୁରୀ ଜିଲ୍ଲା ଶିଶୁ ସୁରକ୍ଷା କମିଟି ତରଫରୁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି। ଏନେଇ ଆମ ବ୍ରହ୍ମଗିରି ପ୍ରତିନିଧିଙ୍କ ସହ ଅଧିକ ଆଲୋଚନା କରିଥିଲେ ସିଡବ୍ଲ୍ୟୁସି ମେମ୍ବର ରମା ଶଙ୍କର ପାତ୍ର। ବ୍ରହ୍ମଗିରିକୁ ଦେବାଶିଷ ଦାସ, ଇଟିଭି ଭାରତ