ଓଡିଶା

odisha

ETV Bharat / videos

ମୁଖ୍ୟମନ୍ତ୍ରୀ ଠକିଦେଲେ; ଉତ୍ତର ସନ୍ତୋଷଜନକ ନୁହେଁ: ବିରୋଧୀ ଦଳନେତା

By

Published : Mar 19, 2021, 5:20 PM IST

ବିରୋଧୀ ବିଜେପି ବିଧାୟକ ମାନେ ଗତକାଲି ( ଗୁରୁବାର) ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିବା ଓ ଆଜି ପୁଣି ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରିବା ପ୍ରସଙ୍ଗରେ କଡା ମନ୍ତବ୍ୟ ଦେଇଛନ୍ତି ବିରୋଧୀ ଦଳନେତା ପ୍ରଦୀପ୍ତ ନାୟକ । ଦେଖନ୍ତୁ ଭିଡିଓ ... ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details