ଓଡିଶା

odisha

ETV Bharat / videos

ଛୋଟ ରଥରେ ବଡ ଦିଅଁ: ରଥ ନିର୍ମାଣ କରି ରେକର୍ଡ କଲେ ଯୁବକ - WORKER

By

Published : Jul 2, 2019, 3:16 PM IST

ଅନୁଗୋଳ: ଦିନ କେଇଟା ପରେ ମହାପ୍ରଭୁଙ୍କ ଘୋଷଯାତ୍ରା । ଶ୍ରୀକ୍ଷେତ୍ରରେ ଶ୍ରୀବିଗ୍ରହମାନେ ଶ୍ରୀମନ୍ଦିରରୁ ବାହାରି ମାଉସୀ ମା' ମନ୍ଦିର ଅଭିମୁଖେ ରଥରେ ଯାତ୍ରା କରିବେ । ଭକ୍ତର ଭାବରେ ବନ୍ଧା ଚକାନୟନ ୩.୫ ଇଞ୍ଚ ଉଚ୍ଚତାର ନନ୍ଦିଘୋଷରେ ବିରାଜମାନ କରିଛନ୍ତି । ଏହି କୁନି ରଥରେ କାଳିଆର ହେବ ରଥଯାତ୍ରା । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କୁରୁମଟାପ ଗାଁରେ ଯୁବ ଶିଳ୍ପୀ ରୁବେଲାଲ ପ୍ରଧାନ ବିଶ୍ଵର ସବୁଠାରୁ ଛୋଟ ରଥ ନିର୍ମାଣ କରି ଏବେ ଚର୍ଚ୍ଚାରେ ।

ABOUT THE AUTHOR

...view details