ଓଡିଶା

odisha

By

Published : Feb 10, 2021, 10:21 AM IST

ETV Bharat / videos

ସୁଡଙ୍ଗ ଭିତରେ ଜୀବନ ଯୁଦ୍ଧ; ଉଦ୍ଧାର କାର୍ଯ୍ୟରେ 5 ଶହ ଯବାନ ନିୟୋଜିତ

ଉତ୍ତରାଖଣ୍ଡ ଚମୋଲିରେ ହିମସ୍ଖଳନ ଘଟଣା । 70 ଘଣ୍ଟାରୁ ଅଧିକ ସମୟ ହେଲା ଅପରେସନ ଜାରି । ସୁଡଙ୍ଗ ତଳୁ ଜୀବନ ଉଦ୍ଧାର ପାଇଁ NDRF SDRF ସମେତ ସେନାର କଠିନ ପରିଶ୍ରମ ଜାରି ।

ABOUT THE AUTHOR

...view details