ଓଡିଶା

odisha

ETV Bharat / videos

କେନ୍ଦ୍ରାପଡାରେ କେନ୍ଦ୍ରୀୟ ଟିମ, ଅମ୍ଫାନ ପରବର୍ତ୍ତୀ ସ୍ଥିତି କଲେ ସମୀକ୍ଷା - ଅମ୍ଫାନ ପରବର୍ତ୍ତୀ ସ୍ଥିତି ସମୀକ୍ଷା

By

Published : Jun 4, 2020, 5:14 PM IST

କେନ୍ଦ୍ରାପଡା: କେନ୍ଦ୍ରାପଡ଼ାରେ ପହଞ୍ଚିଲେ 3ଜଣିଆ କେନ୍ଦ୍ରୀୟ ଟିମ। ମହାବାତ୍ୟା ଅମ୍ଫାନର ପରବର୍ତ୍ତୀ ସ୍ଥିତି ସମୀକ୍ଷା ପାଇଁ କେନ୍ଦ୍ରାପଡା ଗସ୍ତ କରିଛନ୍ତି ଏହି ତିନିଜଣିଆ ଟିମ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ପ୍ରକାଶଙ୍କ ନେତୃତ୍ବରେ ଆସିଥିବା ଏହି ଟିମ ବର୍ତ୍ତମାନ ଜିଲ୍ଲାପାଳଙ୍କ କନଫରେନ୍ସ ହଲରେ ଚାଲିଥିବା ବୈଠକରେ ଯୋଗଦେଇଛନ୍ତି। ବୈଠକ ପରେ ମହାକାଳପଡ଼ା ଓ ରାଜନଗରର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରୁଛନ୍ତି ଏହି ଟିମ।

ABOUT THE AUTHOR

...view details