ଓଡିଶା

odisha

ETV Bharat / videos

ଯାଜପୁରରେ ଗଡିଲା କାଁଭାଁ ବସ, ସ୍ଥିତି ସ୍ବାଭାବିକ୍‌ ପାଇଁ ଲାଗିବ ୨ରୁ ୩ ଦିନ

By

Published : May 28, 2020, 4:45 PM IST

ଯାଜପୁର: ଆଜିଠାରୁ ରାଜ୍ୟରେ ବସ ଗଡ଼ିଛି ବସ । ତେବେ ଯାଜପୁରରେ ଆଜି କାଁଭାଁ ବସ ଚାଲିଥିବା ବେଳେ ବ୍ୟାସନଗର ସହରରେ ବସ ଚାଲିବା ସମ୍ପୂର୍ଣ୍ଣ ବନ୍ଦ ଅଛି । ବସ ମାଲିକଙ୍କ କହିବା କଥା ଯେହେତୁ ଗତକାଲି ରାତିରେ ସଂଘ ପକ୍ଷରୁ ବସ ଚଲେଇବା ପାଇଁ ନିଷ୍ପତ୍ତି ନିଆଗଲା ଆମେ ପ୍ରସ୍ତୁତ ନାହୁଁ ଚଲେଇବା ପାଇଁ ତା ଛଡା ବସ ଗୁଡିକୁ ସାନିଟାଇଜର କରାଯାଇ ନାହିଁ । ସେପଟେ ବସ ଚଲେଇବା ପାଇଁ ଡ୍ରାଇଭର ଆଉ ହେଲ୍ପର ଘରକୁ ଚାଲି ଯାଇଛନ୍ତି । ତେଣୁ ସମ୍ପୂର୍ଣ୍ଣ ବସ ଚଲେଇବା ପାଇଁ ଆହୁରି ୨ ରୁ 3 ଦିନ ଲାଗିଯିବ । ସେପଟେ ବସ ଚାଲିବା ଖବର ପାଇ ଯାତ୍ରୀମାନେ ବସ ଯୋଗେ ଯିବାକୁ ଆସି ହଇରାଣ ହରକତ ହୋଇଛନ୍ତି। ତେବେ ରାଜ୍ୟରେ ବସ ଚାଲିବାକୁ ନିଷ୍ପତ୍ତି ପରେ ଜିଲ୍ଲାରେ କିଭଳି ଅଛି ସ୍ଥିତି ବସ ମାଲିକ, ସଂଘର କର୍ମକର୍ତ୍ତା ଓ ବସ ଯାତ୍ରୀଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଜ୍ଞାନ ରଞ୍ଜନ ଓଝା ।

ABOUT THE AUTHOR

...view details