ଓଡିଶା

odisha

ETV Bharat / videos

ନେଡି ଗୁଡ କହୁଣୀକୁ ବୋହିଗଲା ପରେ ନିଦରୁ ଉଠିଲା BMC, ଆରମ୍ଭ କଲା ବାୟୋ ମେଡିକାଲ ବର୍ଯ୍ୟବସ୍ତୁ ପରିଚାଳନା

By

Published : Sep 17, 2020, 7:08 PM IST

ଭୁବନେଶ୍ବର: ଗୃହ ସଙ୍ଗରୋଧ (ହୋମ ଆଇସୋଲେସନ) ଭେଷଜ ବର୍ଯ୍ୟ ପରିଚାଳନାରେ ବିଏମସି ପାସ ନା ଫେଲ ? କାରଣ ଦିନକୁ ଦିନ କୋରୋନା ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ରୋଗୀଙ୍କ ଭେଷଜ ବର୍ଯ୍ୟ ପରିଚାଳନା ବର୍ତ୍ତମାନ ସମୟରେ ସବୁଠୁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବର୍ତ୍ତମାନ ସ୍ଥିତିରେ ଦୈନିକ ଭୁବନେଶ୍ୱରରେ ଶତାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏଭଳି କ୍ଷେତ୍ରରେ ବିଏମସିର ନୀତିଗତ ନିଷ୍ପତ୍ତି ନିର୍ଦ୍ଧିଷ୍ଟ ଭାବରେ ପ୍ରତ୍ୟେକ ସଙ୍ଗରୋଧ ଗୃହରୁ କୋଭିଡ ରୋଗୀଙ୍କ ଭେଷଜ ବର୍ଯ୍ୟ ସଂଗ୍ରହ କରାଯିବ ଓ ତାକୁ ଉପଯୁକ୍ତ ଭାବେ ପରିଚାଳନା କରାଯିବାକୁ ଅଧିକାଂଶ ସମର୍ଥନ କରୁଥିଲା ବେଳେ ଏହାକୁ ନେଇ ଉଠିଛି ପ୍ରଶ୍ନ । କାରଣ କୋରୋନା ଆରମ୍ଭର ୬ ମାସ ପରେ ଯାଇ ବିଏମସି ଏନେଇ ନିଷ୍ପତ୍ତି ନେଇଛି ।

ABOUT THE AUTHOR

...view details