ବିଧାନସଭାରେ ଆମ୍ବେଦକରଙ୍କ ଫଟୋ ନଥିବାରୁ ବିଜେପି ବିଧାୟକଙ୍କ କ୍ଷୋଭ - bjp mla unhappy in odisha
ଭୁବନେଶ୍ବର: ଆଜି ସମ୍ବିଧାନ ଦିବସ । ଏହି ଅବସରରେ ଓଡିଶା ବିଧାନସଭାରେ ପ୍ରଥମ କରି ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ହେଲେ ସବୁଠୁ ବଡ ଦୁଃଖର ବିଷୟ ସମ୍ବିଧାନର ପ୍ରଣେତା ବି.ଆର. ଆମ୍ବେଦକରଙ୍କର ଫଟୋଚିତ୍ର ନଥିବାରୁ ବିଜେପି ବିଧାୟକ ନାଉରୀ ନାୟକ କ୍ଷୋଭ ପ୍ରକାଶ କରିଛନ୍ତି ।