ଓଡିଶା

odisha

ETV Bharat / videos

ବଗଲା ଧର୍ମଶାଳା ଜମି ପ୍ରସଙ୍ଗ, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସମ୍ବିତ

By

Published : Sep 29, 2020, 9:45 PM IST

କଟକ: ପୁରୀ ବଗଲା ଧର୍ମଶାଳା ଜମି ହେରଫେରକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ଭଗବାନ ଜଗନ୍ନାଥଙ୍କ ଜମିକୁ ବିକ୍ରି କରିବାକୁ ପୁରୀ ପ୍ରଶାସନ ତଥା ରାଜ୍ୟ ସରକାର ଯୋଜନା କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ସେ କହିଛନ୍ତି ଯେ, ବଗଲା ଧର୍ମଶାଳା ଜମି ପ୍ରଭୁ ଜଗନ୍ନାଥଙ୍କ ବୋଲି ଖୋଦ୍ ସରକାର ସ୍ବୀକାର କରିଛନ୍ତି । ତଥାପି ସେ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ତଥ୍ୟ ରେକର୍ଡ ହୋଇଛି । ତେବେ ଆଜିର ଆୟୋଜିତ ବିଜେପିର ପ୍ରେସମିଟରେ ସମ୍ବିତ ଜମିକୁ ସଂକ୍ରାନ୍ତୀୟ ଅନେକ ତଥ୍ୟ ଉପସ୍ଥାପନା କରିଛନ୍ତି ।

ABOUT THE AUTHOR

...view details