ଓଡିଶା

odisha

ETV Bharat / videos

‘ରାଜ୍ୟ ସରକାର ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି, ଗତବର୍ଷ ହୋଇନି ଗୋଟିଏ ବି ରାଜନୈତିକ ହତ୍ୟା’

By

Published : Jan 4, 2021, 8:28 PM IST

ଭୁବନେଶ୍ବର: ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗରେ ବିଜେଡିର ପ୍ରେସମିଟ । ବିଜେଡି ମୁଖପାତ୍ର ଚିନ୍ମୟ ସାହୁ କହିଛନ୍ତି, ଓଡିଶା ସରକାର ସବୁବେଳେ ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି । ଦୁଃଖର ବିଷୟ ଯେଉଁମାନେ ଆରୋପ ଲଗାଉଛନ୍ତି ସେମାନେ ଅନେକ ରାଜ୍ୟରେ ଶାସନ କରୁଛନ୍ତି । କିନ୍ତୁ ସେଠାରେ ଯେଉଁ ହିଂସା ହୋଉଛି ତାହା ସମସ୍ତଙ୍କୁ ଜଣା । ଏଭଳି ଅଭିଯୋଗ ଆଣିବା ପାଇଁ ବିଜେପିର କୌଣସି ନୈତିକ ଅଧିକାର ନାହିଁ ବୋଲି ସେ କହିଛନ୍ତି । NCRB ରିପୋର୍ଟ ଅନୁସାରେ ଗତବର୍ଷ ଓଡିଶାରେ ଗୋଟିଏ ବି ରାଜନୈତିକ ହିଂସା ଓ ହତ୍ୟାକାଣ୍ଡ ଘଟିନାହିଁ । କିନ୍ତୁ ବିଜେପି ଶାସିତ ରାଜ୍ୟରେ ଏହା ଦେଖିବାକୁ ମିଳିଛି ।

ABOUT THE AUTHOR

...view details