ମାସ୍କ କିଣାରେ ଦୁର୍ନୀତି ଅପପ୍ରଚାର, କଂଗ୍ରେସର ଶସ୍ତା ରାଜନୀତି: ବିଜେଡି - ବିଜେଡିର ପ୍ରେସମିଟ୍
ଭୁବନେଶ୍ବର: ମାସ୍କ ଦୁର୍ନୀତି ପ୍ରସଙ୍ଗରେ ବିଜେଡିର ସାମ୍ବାଦିକ ସମ୍ମିଳନୀ। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ମହାମାରୀ ମହାଦୁର୍ନୀତି ପ୍ରଶ୍ନ ଉଠାଇଥିବା କଂଗ୍ରେସ ଉପରେ ବର୍ଷିଛନ୍ତି ସସ୍ମିତ ପାତ୍ର । କଂଗ୍ରେସ ଅପପ୍ରଚାର କରୁଛି। ସଜ ମାଛରେ ପୋକ ପକାଉଛି କଂଗ୍ରେସ। ପ୍ରେସ୍ ମିଟ୍ରେ କଂଗ୍ରସକୁ କଡା ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର । ଏହାସହ ମାସ୍କ କିଣା ପ୍ରସଙ୍ଗ ଉପରେ ମଧ୍ୟ ସ୍ପଷ୍ଟୀକରଣ ରଖିଛନ୍ତି।