ଓଡିଶା

odisha

ETV Bharat / videos

ବିଶ୍ବର ସବୁଠାରୁ ଶସ୍ତା କୋରୋନା ଟିକା ଯୋଗାଇଦେବ ଭାରତ ବାୟୋଟେକ

By

Published : Jul 3, 2020, 8:37 PM IST

ହାଇଦ୍ରାବାଦ: ଅଗ୍ରଣୀ ଟିକା ନିର୍ମାତା ଭାରତ ବାୟୋଟେକ ଭାରତର ପ୍ରଥମ କୋରୋନା ଟିକା ବିକାଶ କରିଥିବା ଘୋଷଣା କରିଛି। ଭାରତ ବାୟୋଟେକର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ଡ. କୃଷ୍ଣ ଇଲାଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର । ସେ ଏହି ଅବସରରେ ଟିକା ବିକାଶ କ୍ଷେତ୍ରରେ ପ୍ରମୁଖ ଆହ୍ବାନ, ଟ୍ରାଏଲ ଓ ବିଶ୍ବର ସବୁଠାରୁ ଶସ୍ତା କୋରୋନା ଟିକା ଯୋଗାଇଦେବାର ପ୍ରତିବଦ୍ଧତା ବିଷୟରେ କହିଛନ୍ତି।

ABOUT THE AUTHOR

...view details