ଓଡିଶା

odisha

ETV Bharat / videos

ଖସୁଛି ପାରଦ, ହସୁଛି ପ୍ରକୃତିରାଣୀ

By

Published : Dec 23, 2019, 3:55 PM IST

ଭବାନୀପାଟଣା: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । କଅଁଳ ସୂର୍ଯ୍ୟ କିରଣରେ ମୁକ୍ତା ପ୍ରାୟ ଢଳ ଢଳ କାକର । ଆଉ ସୁନେଲୀ ଅଳିଶୀ ଫୁଲ ସାଙ୍ଗକୁ ହାଲୁକା କୁହୁଡି । ଗତକିଛି ଦିନ ଧରି କଳାହାଣ୍ଡିର ପାରଦ 10 ଡିଗ୍ରୀ ତଳକୁ ଥିବାବେଳେ ଶୀତର ମଜା ନେଉଛନ୍ତି ସଭିଁଏ । ଶୀତୁଆ ସକାଳର ମନୋରମ ଦୃଶ୍ୟ ସମସ୍ତଙ୍କୁ ଆନନ୍ଦିତ କରୁଛି ।

ABOUT THE AUTHOR

...view details